ତହସିଲ୍‌ କାର୍ଯ୍ୟାଳୟ ଭିତରୁ ତାଲା: ଉତ୍ତେଜନା ପରେ ଲାଗୁ ହେଲା ଟୋକନ ବ୍ୟବସ୍ଥା

ପୁରୁଣା ଭୁବନେଶ୍ବର : ଗତ କିଛି ଦିନ ହେଲା ଭୁବନେଶ୍ବର ତହସିଲ କାର୍ଯ୍ୟାଳୟର ଭିତରୁ ତାଲା ପଡ଼ୁଥିବାକୁ ନେଇ ଆଜି ଉତ୍ତେଜନା ଦେଖା ଦେଇଥିଲା। ଓକିଲ ଓ ସାଧାରଣ ଲୋକଙ୍କୁ ଭିତରକୁ ନ ଛାଡ଼ିବା ପାଇଁ ଗେଟ୍‌ ବନ୍ଦ ରହୁଥିବାରୁ ଲୟର୍ସ ଗୃପ ପକ୍ଷରୁ ବିରୋଧ କରାଯାଇଥିଲା। କିନ୍ତୁ କର୍ମଚାରୀମାନେ କର୍ଣ୍ଣପାତ ନ କରିବାରୁ ପାଟିତୁଣ୍ଡ ହେବା ପର୍ଯ୍ୟନ୍ତ କଥା ଯାଇଥିଲା। ଶେଷରେ ଟୋକନ୍ ବ୍ୟବସ୍ଥା ଲାଗୁ କରି ଗେଟ୍‌ … Continue reading ତହସିଲ୍‌ କାର୍ଯ୍ୟାଳୟ ଭିତରୁ ତାଲା: ଉତ୍ତେଜନା ପରେ ଲାଗୁ ହେଲା ଟୋକନ ବ୍ୟବସ୍ଥା